ଧାନୀ
ଦେଖଣା
ଧାନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଧା ଧାତୁ+ଅଧିକରଣେ ଅନ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଧାନିକା (ଦେଖ) - —୧. Dhānikā (See)
(ଯଥା—ରାଜଧାନୀ=ରାଜାଙ୍କ ବାସସ୍ଥାନ)
- ୨. ପୀଲୁ ଗଛ (ହିନ୍ଦୀ - ଶବ୍ଦସାଗର) (ଦେଖ) - — ୨. Pi̱lu tree (See)
- ୩. ଧଣିଆ (ହିନ୍ଦୀ - ଶବ୍ଦସାଗର) —୩. Coriander.