ଧାନୁଆ
ଦେଖଣା
ଧାନୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଧାନ ଆକୃତିବିଶିଷ୍ଟ — ୧. paddy-shaped.
(ଯଥା—ଧାନୁଆ କଣ୍ଠି, ଧାନୁଆ ଲଙ୍କାମରିଚ)
- ୨. ଧାନମିଶ୍ରିତ (ଚାଉଳ) — ୨. (rice) Mixed up with grains of paddy.
ପ୍ରାଦେଶିକ - (ବାଲେଶ୍ୱର)ବିଶେଷଣ -
[ସମ୍ପାଦନା]ଯେ ବହୁତ ଧାନ ସଂଚୟ କରିଥାଏ (a person) Who has stored up a large quantity of paddy.