ଧାନୁଆ କଣ୍ଠି
ଧାନ ଆମାଳି, ଧାନୁଆହାରଅନ୍ୟରୂପ
ଧାନ ଆକାରର ସୁନା ବା ରୂପା କଣ୍ଠି ଥିବା ଗଳାର ମାଳା —A necklace consisting of paddy-shaped beads.