ଧାନୁଆ ଲଙ୍କା ମରିଚ
ଦେଖଣା
ଧାନୁଆ ଲଙ୍କା ମରିଚ
ଉଚ୍ଚାରଣ
[ସମ୍ପାଦନା](ଧାନୁଆ ମରିଚ, ଧାନୁଆ ଲଙ୍କା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଧାନୁଆ ଲଙ୍କା ମରିଚ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଧାନ ପରି ଛୋଟ ଛୋଟ ଅଥଚ ଅତି ଉଗ୍ର ରାଗ ଥିବା ଏକ ଜାତୀୟ ଲଙ୍କାମରିଚ — The small capsicum; Capsicum Minimum.
[ଦ୍ରଷ୍ଟବ୍ୟ —ଏହା ତିନି ପ୍ରକାର—୧ ଜଙ୍ଗଲ; ୨. ଉଲଟ ଧାନୁଆ; ୩. ସୂର୍ଯ୍ୟ ପାଣି ମୁହଁ—ଏହାର ଫୁଲ ସୂର୍ଯ୍ୟ ଆଡ଼କୁ ମୁହଁ କରି ଫୁଟେ]