Jump to content

ଧାନୁକ

ଉଇକିଅଭିଧାନ‌ରୁ

ଧାନୁକ

ଉଚ୍ଚାରଣ

[ସମ୍ପାଦନା]
(ଧାନୁକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଧନୁସ୍+କ)

[ସମ୍ପାଦନା]

ଧନୁର୍ଦ୍ଧର — Armed with a bow.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଧନୁର୍ଦ୍ଧର; ଯୋଦ୍ଧା — Bowman; archer.