Jump to content

ଧାନ୍ୟମାୟ

ଉଇକିଅଭିଧାନ‌ରୁ

ଧାନ୍ୟମାୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧାନ୍ୟ+ମା ଧାତୁ=ମାପିବା+କର୍ତ୍ତୃ. ଯ)

[ସମ୍ପାଦନା]
୧. ଧାନ୍ୟ ବିକ୍ରୟୀ —୧. Paddy-seller.
୨. ଧାନ ମହାଜନ; ଧାନ ବେପାରୀ — ୨. A dealer in paddy.
୩. ଧାନ ମାପିବା ଲୋକ; ଧାନ ମାପୁଣି — ୩. A person who measures paddy.