Jump to content

ଧାନ୍ୟ ଧେନୁ

ଉଇକିଅଭିଧାନ‌ରୁ

ଧାନ୍ୟ ଧେନୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଧାନ୍ୟ+ଧେନୁ)

[ସମ୍ପାଦନା]

ଦାନାର୍ଥ ଧାନ୍ୟନିର୍ମିତ ଧେନୁ —Paddy collected and made into the shape of a cow for gift to Brāhmaṇas

[ଦ୍ରଷ୍ଟବ୍ୟ —ବିଷୁବ ସଂକ୍ରାନ୍ତିରେ ଓ କାର୍ତ୍ତିକ ମାସରେ ଧାନ୍ୟଧେନୁ ଦାନ କଲେ ବହୁ ସୌଭାଗ୍ୟ, ସୁଖ ଓ ପୁଣ୍ୟଲାଭ ହୁଏ ହିନ୍ଦୀ - ଶବ୍ଦସାଗର]