Jump to content

ଧାନ୍ୟ ପଞ୍ଚକ

ଉଇକିଅଭିଧାନ‌ରୁ

ଧାନ୍ୟ ପଞ୍ଚକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. କ୍ଷୁଦ୍ର ବା କଙ୍ଗୁ, ଶାଳୀ, ଷଷ୍ଠିକ, ବ୍ରୀହି ଓ ଶୂକ ବା ଶିମ୍ୱୀ ଏହି ପଞ୍ଚବିଧ ଶସ୍ୟ ୧. The ୫ classes of grains like paddy or cereals.

[ଦ୍ରଷ୍ଟବ୍ୟ —'ଧାନ୍ୟ' ତଳେ ନୋଟ୍ ଦ୍ରଷ୍ଟବ୍ୟ]

୨. ବୈଦ୍ୟକ ମତରେ ପଞ୍ଚଧାନ୍ୟ ଧନିଆ, ଶୁଣ୍ଠି, ନାଗରମୁଥା, ତ୍ରାୟମାଣା ଓ ବେଲଶୁଣ୍ଠାରେ ପ୍ରସ୍ତୁତ ଅମାଶୟ, ଅତିସାର ଓ ଉଦରଶୂଳର ଔଷଧବିଶେଷ — ୨. Name of a medicinal preparation for colic and dysentery.