ଧାନ୍ୟ ପାନକ
ଦେଖଣା
ଧାନ୍ୟ ପାନକ
ଉଚ୍ଚାରଣ
[ସମ୍ପାଦନା](ଧାନ୍ୟପ୍ରପାନକ, ଧାନ୍ୟପାନୀୟକ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଧାନ୍ୟ ମିଶ୍ରିତ ପାନକ)
[ସମ୍ପାଦନା]ଧନିଆକୁ ବାଟି ପାଣିରେ ଗୋଳାଇ ତାକୁ ଛାଣି ନେଇ ସେହି ପାଣିରେ ଲୁଣ, ଗୋଲମରିଚ, ଚିନି ଓ କପୂର ଆଦି ମିଶାଇ ପ୍ରସ୍ତୁତ କରିବା ଏକପ୍ରକାର ପଣା —A drink made of coriander seeds bruised and seasoned with salt, sugar, black pepper and camphor after being filtered.