ଧାନ୍ୟ ବର୍ଗ
ଦେଖଣା
ଧାନ୍ୟ ବର୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧାନ୍ୟ+ବର୍ଗ)
[ସମ୍ପାଦନା]ଧାନ୍ୟପଞ୍ଚକ ୧ (ଦେଖ) - Dhānyapan̄chaka ୧ (See)
[ଦ୍ରଷ୍ଟବ୍ୟ —ବୈଦ୍ୟକ ଓ ଦ୍ରବ୍ୟଗୁଣାଦି ଗ୍ରନ୍ଥରେ ଧାନ୍ୟବର୍ଗ ମଧ୍ୟରେ ବ୍ରୀହିଧାନ୍ୟ, ଶାଳିଧାନ୍ୟ, ଷଷ୍ଠିକଧାନ୍ୟ, ନୀବାର (ବାଲୁଙ୍ଗା), ବରକ (ବରଗୁଡ଼ି), ଶୂକଧାନ୍ୟ (ଯବ ଓ ଗୋଧୂମ), ଶିମ୍ୱୀଧାନ୍ୟ (ମୁଦ୍ଗ, ମାଷ, ମସୁର, ହରଡ଼, ଚଣକ, ମଟର, ଖେସରି, ତିଳ, ପେଶୁ ସର୍ଷପ, ରାଇ ସୋରିଷ ଓ କ୍ଷୁଦ୍ର ଧାନ୍ୟ (କାଙ୍କୁ, ଶୁଆଁ, କୋଦୁଅ, ଦେଧାନ) ଗୃହୀତ ହୋଇଅଛି]