Jump to content

ଧାନ୍ୟ ବର୍ଦ୍ଧନ

ଉଇକିଅଭିଧାନ‌ରୁ

ଧାନ୍ୟ ବର୍ଦ୍ଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧାନ୍ୟ+ବର୍ଦ୍ଧନ)

[ସମ୍ପାଦନା]

ଦେଢ଼ି ବା ସୁଆଇ ଦେଇ ଧାନ ବଢ଼ାଇବା; ଧାନ ମହାଜନୀ — Investment of paddy in loans repayable in kind.