ଧାନ୍ୟ ଶର୍କରା
(ବୈଦ୍ୟକ) ଅନ୍ତର୍ଦାହ ଶାନ୍ତି କରିବା ସକାଶେ ପିଆଯିବା ଚିନି ମିଶା ଧନିଆ ବତୁରା ପାଣି — Water mixed with coriander seeds and sweetened with sugar (drunk to allay burning sensation inside the system).