ଧାନ୍ୟ ଶୁଣ୍ଠି
ଦେଖଣା
ଧାନ୍ୟ ଶୁଣ୍ଠି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଧାନ୍ୟ+ଶୁଣ୍ଠୀ)
[ସମ୍ପାଦନା](ବୈଦ୍ୟକ) ଏକ ତୋଳା ଧନିଆ ଓ ଦୁଇ ତୋଳା ଶୁଣ୍ଠିକୁ କୁଟି ଅଧ ସେର ପାଣିରେ ନିଆଁରେ ସିଦ୍ଧ କରି ଅଧପାଏ ଥାଉଁଥାଉଁ ଓହ୍ଲାଇଲେ ଯେଉଁ ଜ୍ୱରାତିସାରନାଶକ ପାନୀୟ ପ୍ରସ୍ତୁତ ହୁଏ (ହିନ୍ଦୀ - ଶ) — A decoction pf coriander and dry ginger crushed and boiled, used as an antidote against dysentery and fever.