ଧାନ୍ୟ ଶୈଳ
ପୁରାଣ ମତରେ ଉଚ୍ଚ ସ୍ତୁପାକାର ଧାନ, ଯାହା ଦାନ କଲେ ଦାତା ମରଣାନ୍ତେ ସ୍ୱର୍ଗରେ ଅପ୍ସରା ଓ ଗନ୍ଧର୍ବମାନଙ୍କଦ୍ୱାରା ସେବିତ ହୁଏ ଓ ଅନ୍ୟ ଜନ୍ମରେ
ରାଜା ହୁଏ —A heap of paddy given away to a Brāhmaṇa which secures to the doner bliss death in the next birth.