Jump to content

ଧାନ୍ୟ ସାର

ଉଇକିଅଭିଧାନ‌ରୁ

ଧାନ୍ୟ ସାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧାନ୍ୟ+ସାର)

[ସମ୍ପାଦନା]
୧. ଅମଳ ହୋଇ ପରିଷ୍କୃତ ହୋଇଥିବା ଧାନ — ୧. Threshed, winnowed and cleansed paddy.
୨. ଚାଉଳ —୨. Rice.