Jump to content

ଧାନ ଉଷୁଆଁ

ଉଇକିଅଭିଧାନ‌ରୁ

ଧାନ ଉଷୁଆଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାନ୍ୟ ଓ ଉଷ୍ମ)

[ସମ୍ପାଦନା]

ଉଷୁନା ଚାଉଳ ବାହାର କରିବା ପାଇଁ ଧାନକୁ ନିଆଁରେ ବସାଇ ଅର୍ଦ୍ଧସିଦ୍ଧ କରିବା ପ୍ରକ୍ରିୟା —The act of half boiling paddy.