ଧାନ ଉଷେଇଁବା
ଦେଖଣା
ଧାନ ଉଷେଇଁବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧାନ ଉଷେଇଁବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଧାନ୍ୟ+ଉଷ୍ମ)
[ସମ୍ପାଦନା]ଉଷୁନା ଚାଉଳ ପ୍ରସ୍ତୁତ କରିବା ପାଇଁ ଧାନକୁ ଅଗ୍ନି ଓ ଜଳ ସାହାଯ୍ୟରେ ଅର୍ଦ୍ଧସିଦ୍ଧ କରିବା —To half-boil paddy for preparing parboiled rice.