ଧାନ କାଟିବା
ଦେଖଣା
ଧାନ କାଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ପାଚିଲା ଧାନ ଗଛକୁ କାଟିବା — To reap the ripe paddy plants.
[ଦ୍ରଷ୍ଟବ୍ୟ —ଧାନ କାଟିବାର ଦୁଇ ପ୍ରକାର ରୀତି ପ୍ରଚଳିତ ଅଛି ଧାନ ଗଛରୁ ଧାନକେଣ୍ଡାମାନ ଆଗ କାଟି ନେଇ ପରେ ନଡ଼ା ବା ଛଣ ସକାଶେ ଅବଶିଷ୍ଟ ଅଂଶ କାଟିବା ପ୍ରଣାଳୀକୁ ଅଗକାଟ କରିବା କହନ୍ତି ମୂଳକାଟ କରିବା ରୀତିରେ ଧାନଗଛମାନ ମୂଳରୁ କଟା ଯାଇ ବିଲରେ କଚଡ଼ା ପଡ଼େ କଚଡ଼ା ଶୁଖିବା ପରେ ତହିଁର ଅଗ କଟା ଯାଏ ଓ ମୂଳ ଅଂଶମାନ ନଡ଼ାମାନ ନଡ଼ାରୂପେ ବିଡ଼ା ବନ୍ଧାଯାଏ ପ୍ରଥମ ପ୍ରକାର କଟା ଧାନକୁ 'ଅଗ କଟା' ଧନ ଓ ଦ୍ୱିତୀୟ ପ୍ରକାର କଟା ଧାନକୁ 'ମୂଳ ବାଡ଼ିଆ' ଧାନ ବୋଲାଯାଏ]