Jump to content

ଧାନ କାଢ଼ିଆ

ଉଇକିଅଭିଧାନ‌ରୁ

ଧାନ କାଢ଼ିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧାନ ଅମଳ ସମୟରେ ଦାଣ୍ଡ ଭାଉ ଅପେକ୍ଷା ନିର୍ଦ୍ଦିଷ୍ଟ ପରିମାଣରେ ବେଶୀ ଭାଉରେ ଖାତକଠାରୁ ଧାନ ପାଇବା ଚୂକ୍ତିରେ ପୂର୍ବରୁ ଟଙ୍କା କରଜ ଦେବା — ୧. Advancing money to a debtor to get paddy from him at the harvest time at a rate higher than the prevailing rate.
୨. ଉପରୋକ୍ତ ରୀତିରେ ଧାନ ଋଣ କରିବା — ୨. Borrowing paddy on interest under the above condition.