ଧାନ ଦେଢ଼ି
ଦେଖଣା
ଧାନ ଦେଢ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧାନ ଦେଢ଼ି
|
=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ. ଧାନ୍ୟବର୍ଦ୍ଧନ; ସଂସ୍କୃତ - ଧାନ୍ୟ+ଅଧ୍ୟର୍ଦ୍ଧ୍ୟ)
- ୧. ଧନ ଋଣ ଦେଇ ବର୍ଷ ଶେଷରେ ଖାତକ ଠାରୁ ମବଳ ଧାନ ଓ ତାହାର ଅର୍ଦ୍ଧେକ ସୁଧ ଆଦାୟ କରିବା ରୀତି —୧. Usury in paddy.
- ୨. ଧାନ କରଜ —୨. Paddy lending.
(ଯଥା—ସାଧାରଣତଃ ଏ ଦେଶରେ ଆଜିକାଲି ଦେଢ଼ି ରୀତିରେ ସୁଧ ଆଦାୟ ହୁଏ ନାହିଁ; 'ଧାନ ଦେଢ଼ୀ' କହିଲେ ଋଣରୂପେ ନିଆ ଯିବା ଧାନ ଉପରେ ୧/୪: ଅଂଶ (ସ୍ୱାହୀ) ସୁଧ ସାଧାରଣତଃ ଆଦାୟ କରାଯାଏ ମାତ୍ର ପୂର୍ବକାଳରେ ୧/୨: ସୁଧ ଆଦାୟର ରୀତି ଥିବାରୁ 'ଧାନ ଦେଢ଼ି' ଶବ୍ଦ ଏ ପର୍ଯ୍ୟନ୍ତ ଚଳୁଅଛି)