Jump to content

ଧାନ ଧର୍ମ

ଉଇକିଅଭିଧାନ‌ରୁ

ଧାନ ଧର୍ମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଧାନ ଧରମ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଧାନ+ନିରର୍ଥକ ୨ୟ ସହଚର)

[ସମ୍ପାଦନା]
୧. ଧାନ; ଧାନ୍ୟରୂପ ସମ୍ପତ୍ତି — ୧. Paddy etc; paddy considered as wealth.
୨. ଧାନ ଆଦି ଶସ୍ୟ — ୨. Paddy etc; paddy and other grains.
୩. ଗୃହସ୍ଥର ସଞ୍ଚିତ ଧାନ୍ୟ — ୩. Paddy stored by a house-holder for future use.

(ଯଥା—ଯାହା ଘରେ ଧାନ ଧର୍ମ ନାହିଁ ତାହା ଘରେ ଝିଅକୁ ବିଭା ଦେବ ନାହିଁ)