Jump to content

ଧାନ ବେଙ୍ଗେଳା

ଉଇକିଅଭିଧାନ‌ରୁ

ଧାନ ବେଙ୍ଗେଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଧାନ ପାଚିବା ପରେ କିଆରୀରୁ କଟା ହୋଇ ଆସୁଥିବା ଧାନହଳାମାନ ଖଳାରେ ମେରିଖୁଣ୍ଟ ଚାରି ପାଖେ ବିସ୍ତୃତ କରି ତହିଁ ଉପରେ ବଳଦଙ୍କୁ ଚଳାଇ କେଣ୍ଡାରୁ ଧନକୁ ପୃଥକ୍ କରିବାର ରୀତି —The mode of threshing paddy by making bullocks tread on the sheaves spread on a courtyard by being driven round a central post.