Jump to content

ଧାନ ବେହୁଡ଼ିବା

ଉଇକିଅଭିଧାନ‌ରୁ

ଧାନ ବେହୁଡ଼ିବା

ଉଚ୍ଚାରଣ

[ସମ୍ପାଦନା]

[ଧାନ ବେଉ(ହୁ)ଷଣ କରିବା—ଅନ୍ୟରୂପ]

(ଧାନ ବେଉଡ଼ା—ବି)

ଅନୁବାଦ

[ସମ୍ପାଦନା]

(ଧାନ ବେଉଷଣ କରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଧାନଖେତରେ ଧାନଗଛ ସଙ୍ଗେ ବଢ଼ି ଥିବା ଘାସକୁ ମାରିବା ଓ ମାଟିକୁ ହାଲୁକା କରିବା ନିମନ୍ତେ କିଆରିରେ ପାଣି ଥିବାବେଳେ ତାକୁ ଗୋଡ଼ିଙ୍ଗି ଲଙ୍ଗଳ ପୂରାଇ ଚଷିବା [ଏହି କ୍ରିୟାରେ ଧାନଗଛ ସବୁ ସ୍ଥାନାନ୍ତରିତ ହୋଇଯାଏ] — To puddle the paddy field.