ଧାନ ମରେଇ
ଦେଖଣା
ଧାନ ମରେଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧାନ ମରେଇ
|
(ଧାନମଳେଇ, ଧାନମେଦ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଧାନ ସଞ୍ଚୟ କରିବା ସକାଶେ ପାଳ ମଳାରେ ପ୍ରସ୍ତୁତ ଆଧାରବିଶେଷ —A big receptacle made of plaited straw for storing large quantities of paddy.
[ଦ୍ରଷ୍ଟବ୍ୟ —ଏହା ଧାନ କୋଠିର କାର୍ଯ୍ୟ କରେ; ମରେଇର ଚାରିପାଖ ଓ ଶିଖରଦେଶ
କୁଟାଦ୍ୱାରା ଉତ୍ତମରୂପେ ଛୁଆଣି କରା ଯାଇଥାଏ ଏଥିଲାଗି ବର୍ଷାପାଣି ମରେଇ ଭିତରକୁ ପଶେ ନାହିଁ]