ଧାନ ମଳିବା
(ଧାନ ମକଚିବା—ଅନ୍ୟରୂପ)
(ଧାନ ମଳା(ଳେ)ଇବା, ଧାନ ମକଚା(ଚେ)ଇବା—ଣିଜନ୍ତରୂପ)
ଧାନଗଛରୁ ଧାନକୁ ପୃଥକ୍ କରିବା ନିମନ୍ତେ ଦାନ କେଣ୍ଡାମାନ ଗୋଡ଼ରେ ମକଚିବା — To tread and twist paddy sheaves or plants to separate the corn from the stalks.