Jump to content

ଧାନ ମୁକୁଳେଇବା

ଉଇକିଅଭିଧାନ‌ରୁ

ଧାନ ମୁକୁଳେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କଟାଲିମାନଙ୍କଦ୍ୱାରା କ୍ଷେତରୁ କଟା ହୋଇ ଖଳାକୁ ଅଣା ଯାଇଥିବା ଧାନହଳାମାନଙ୍କରୁ କାଟିବାର ମୂଲ ସ୍ୱରୂପ ନିର୍ଦ୍ଦିଷ୍ଟ ଅଂଶ କଟାଳିକୁ ଦେଇ ଅବଶିଷ୍ଟ ଅଂଶ ମାଲିକ ରଖିବା —(the owner of of paddy-sheaves) To pay a reaper'a wages in kind out of the paddy sheaves reaped and brought to the threshing floor by the reapers and to keep the rest for himself.