Jump to content

ଧାନ ଶିଷା

ଉଇକିଅଭିଧାନ‌ରୁ

ଧାନ ଶିଷା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଧାନଶିଂଷା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାନ୍ୟ ଶୀର୍ଷକ)

[ସମ୍ପାଦନା]
୧. ଧାନ କେଣ୍ଡା — ୧. An ear of corn.
୨. ଧାନ ଉଡ଼ା ହେବା ପରେ ଜମା ହୋଇଥିବା ଧାନର ସ୍ତୃପ —୨. The heap of paddy after it is winnowed.