Jump to content

ଧାପଟ

ଉଇକିଅଭିଧାନ‌ରୁ

ଧାପଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର୍ପ)

[ସମ୍ପାଦନା]
୧. ପ୍ରତାପ —୧. Might.
୨. ଦମ୍ଭ; ବଳ —୨. Strength.
୩. ବେଗ; ଦ୍ରତୁତଗତି — ୩. Velocity; speed.
୪. (ସଂସ୍କୃତ - ଧାବ୍ ଧାତୁ) ଝପଟ; ଦଉଡ଼ —୪. Race.