ଧାପ ଦେବା
ଦେଖଣା
ଧାପ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଧାବ୍ ଧାତୁ)
[ସମ୍ପାଦନା]- ୧. ସାହସ ସହିତ ପଶିବା — ୧. To enter with courage.
ଅସୁରେ ବଡ଼ ଦୁରାଚାରେ ଧାପଦିଅନ୍ତି ତିନିପୁରେ ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ
- ୨. ଭୀତ ନ ହୋଇ ଦମ୍ଭ ସହକାରେ କାର୍ଯ୍ୟ କରିବା — ୨. To do a thing courageously and without fear.
- ୩. ଆକ୍ରମଣ କରିବା —୩. To attack.
- ୪. ଦଉଡ଼ିବା —୪. To run.