ଧାବକ
ଦେଖଣା
ଧାବକ
ଉଚ୍ଚାରଣ
[ସମ୍ପାଦନା](ଧାବିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ଧାବ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯେ ଦଉଡ଼େ — ୧. One who runs; running.
- ୨. ଦ୍ରୁତଗାମୀ; ବେଗଗତିବିଶିଷ୍ଟ — ୨. Moving quickly; fleet; swift-footed.
- ୩. ଯେ ଧୁଏ; ସମ୍ମାର୍ଜନକାରୀ —୩. Washing.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଧୋବା; ରଜକ —୧. Washerman.
- ୨. ହରକରା; ପତ୍ରବାହକ; ଦ୍ରୁତଗାମୀ ବାର୍ତ୍ତାବହ — ୨. A runner; a messenger; an express.
- ୩. (ନାମ) ରତ୍ନାବଳୀ ରଚୟିତା କବି — ୩. Name of a poet who composed Ratnābaḻī.
[ଦ୍ରଷ୍ଟବ୍ୟ —ଏହାଙ୍କ ନାମ କାଳିଦାସଙ୍କ ମାଳବିକାଗ୍ନିମିତ୍ର, କାବ୍ୟ— ପ୍ରକାଶ ଓ ସାହିତ୍ୟସାର ଗ୍ରନ୍ଥମାନଙ୍କରେ ମିଳେ]