Jump to content

ଧାବମାନ

ଉଇକିଅଭିଧାନ‌ରୁ

ଧାବମାନ

ଉଚ୍ଚାରଣ

[ସମ୍ପାଦନା]
(ଧାବମାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧାବ୍ ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. ଯେ ଦଉଡ଼ୁ ଅଛି —୧. Running.
୨. ଯେ ଅଶ୍ୱାଦି ଚଢ଼ି ବେଗରେ ଗତି କରୁଛି — ୨. Riding at a gallop.