Jump to content

ଧାବିତ

ଉଇକିଅଭିଧାନ‌ରୁ

ଧାବିତ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷଣ - ପୁଂ.

୧. (ଧାବ୍ ଧାତୁ+କର୍ତ୍ତୃ. ତ)—ଦଉଡ଼ିଥିବା — ୧. Running; having begun to run.
୨. କୌଣସି ଦିଗକୁ ଦଉଡ଼ିଥିବା — ୨. Running towards or against.
୩. (+କର୍ମ. ତ) ଧୌତ; ପରିଷ୍କୃତ — ୩. Washed; cleansed by washing.