ଧାମ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବାସସ୍ଥାନ
  • ଗୃହ; ଘର
  • ଠିକଣା
  • ସ୍ଥାନ
  • ଆଧାର; ପାତ୍ର
  • ଦେହ; ଶରୀର
  • ସ୍ଵର୍ଗ
  • ଜନ୍ମ
  • ପଦ
  • ପ୍ରଭାବ; ମହତ୍ତ୍ଵ; ପ୍ରତାପ
  • ଜ୍ୟୋତିଃ; ଦୀପ୍ତି
  • ରଶ୍ମି; କିରଣ
  • ଆଲୋକ
  • ମର୍ଯ୍ୟାଦା
  • ଅହଂକାର
  • ବୀରତ୍ଵ
  • ପଲ୍ଲୀ ଗ୍ରାମ
  • ପରିଚୟ
  • ଏକ ପ୍ରକାର ବାଉଁଶ
  • ସୈନ୍ୟ ଦଳ
  • ରୀତି
  • ପରିବାରର ବ୍ୟକ୍ତି
  • ପାରିବାରିକ ବିଷୟ
  • ଅବସ୍ଥା; ଗତି
  • ବିଧି; ନିୟମ
  • ଲଗାମ; ବାଗଡୋର୍
  • ଶୋଭା
  • ଦେବସ୍ଥାନ; ପୁଣ୍ୟ ସ୍ଥାନ; ପୀଠ
  • ବିଷ୍ଣୁ
  • ବ୍ରହ୍ମ
  • ଛଡ଼ଦେବାଲୀ; ପାଚିରି
  • ପରଲୋକ
  • ବେଡି; ଶୃଙ୍ଖଳଧାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଧା ଧାତୁ=ଧାରଣ କରିବା+କର୍ତ୍ତୃ. ମନ୍; ଧାମନ୍; ୧ମା. ୧ବ.)[ସମ୍ପାଦନା]

୧. ବାସସ୍ଥାନ —୧. Residence; dwelling place; abode.
୨. ଗୃହ; ଘର —୨. house; room.
୩. ଠିକଣା —୩. Address.
୪. ସ୍ଥାନ —୪. Place.
୫. ଆସ୍ପଦ; ଆଧାର; ପାତ୍ର — ୫. Receptacle; container.
୬. ଦେହ; ଶରୀର —୬. Body.
୭. ସ୍ୱର୍ଗ —୭. Abode of the Gods; heaven.
୮. ଜନ୍ମ —୮. Birth.
୯. ପଦ —୯. Position.
୧. ପ୍ରଭାବ; ମହତ୍ତ୍ୱ; ପ୍ରତାପ —୧୦. Might; power; glory; energy; influence.
୧୧. ଜ୍ୟୋତିଃ; ଦୀପ୍ତି —୧୧. Lustre; radiance.
୧୨. ରଶ୍ମି; କିରଣ —୧୨. Ray of light.
୧୩. ଆଲୋକ —୧୩. Light.
୧୪. ମର୍ଯ୍ୟାଦା —୧୪. Dignity; majesty.
୧୫. ଅହଂକାର —୧୫. Pride.
୧୬. ବୀରତ୍ୱ —୧୬. Valour; courage; heroism.
୧୭. ପଲ୍ଲୀ ଗ୍ରାମ —୧୭. Hamlet; village.
୧୮. ପରିଚୟ —୧୮. Significance; indication.


୧୯. ଏକ ପ୍ରକାର ବାଉଁଶ — ୧୯. A kind of bamboo.
୨. ସୈନ୍ୟ ଦଳ —୨୦. A troop ;host (Apte).
୨୧. ରୀତି —୨୧. Fashion;manner ;mode (Apte).
୨୨. ପରିବାରର ବ୍ୟକ୍ତି — ୨୨. Member of a family (Apte)
୨୩. ପାରିବାରିକ ବିଷୟ — ୨୩. Family affairs;family property (Apte)
୨୪. ଅବସ୍ଥା; ଗତି — ୨୪. State; condition (Apte).
୨୫. ବିଧି; ନିୟମ —୨୫. Rule;law. (Apte)
୨୬. ଲଗାମ; ବାଗଡୋର୍ (ହିନ୍ଦୀ - ଶବ୍ଦସାଗର) — ୨୬. Bridle;reins.
୨୭. ଶୋଭା (ହିନ୍ଦୀ - ଶ) —୨୭. Splendour.
୨୮. ଦେବସ୍ଥାନ;ପୁଣ୍ୟ ସ୍ଥାନ;ପୀଠ(ହିନ୍ଦୀ - ଶ) — ୨୮. A holy place;a shrine.

ଧାମହଁ ନାମ ମାତ୍ରେ ଥିବା, ଜଳେ ହାରକା ନାଶ ଯିବା ଜଗନ୍ନାଥ ଭାଗବତ

[ଦ୍ରଷ୍ଟବ୍ୟ —ଭାରତର ୪ ଦିଗରେ ୪ଗୋଟି ଧାମ ବା ପ୍ରସିଦ୍ଧ ଦେବସ୍ଥାନ ଅଛି;ଯଥା—ଉତ୍ତରରେ ବଦ୍ରିନାଥ (ବଦ୍ରିକା), ଦକ୍ଷିଣରେ ରାମନାଥ (ରାମେଶ୍ୱର), ପୂର୍ବରେ ଜଗନ୍ନାଥ (ପୂରୀ)ଓ ପଶ୍ଚିମରେ ଦ୍ୱାରକାନାଥ (ଦ୍ୱାରକା)]

୨୯. ବିଷ୍ଣୂ (ହିନ୍ଦୀ - ଶ.) —Bishnu.
୩. ବ୍ରହ୍ମ (ହିନ୍ଦୀ - ଶ.) —୩୦. Brahmu.
୩୧. ଛଡଦେବାଲୀ;ପାଚିରି (ହିନ୍ଦୀ - ଶବ୍ଦସାଗର) — ୩୧. Compound wall.
୩୨. ପରଲୋକ (ହିନ୍ଦୀ - ଶ.) — ୩୨. Existence after death.
୩୩. ବେଡି; ଶୃଙ୍ଖଳ —୩୩. Fetter (Apte).