ଧାମରୀ
ଧାମରା ମୁହାଣ ନିକଟରେ ପ୍ରଭିଜ୍ଞତା ଦେବୀବିଶେଷ — Name of the Goddless.
ତେଜୋଧାମ ଯେଉଁ ଧାମରା ଦେବୀଙ୍କ କଞ୍ଜ—ପୟରେ ତାଙ୍କ ଅଧିଷ୍ଠିତ ଭୂମିରୁ ଆସିଲେ ଭୂପ କୁମରେ—ରାଧାନାଥ. ଭାଷା