Jump to content

ଧାମା

ଉଇକିଅଭିଧାନ‌ରୁ

ଧାମା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାମନ=ବାଉଁଶ;ଏହା ବାଉଁଶରେ ନିର୍ମିତ କିମ୍ୱା ସଂସ୍କୃତ - ଧାମନ୍=ଆଧାର ପାତ୍ର)

[ସମ୍ପାଦନା]
୧. ଢମା; ଗୋରୁଙ୍କୁ କୁଣ୍ଡାପାଣି ପେଇବା ସକାଶେ ବ୍ୟବହୃତ ବାଉଁଶ ବା ବେତ ପାତିଆରେ ନିର୍ମିତ ଏକପ୍ରକାର ପାତ୍ର — ୧. A scuttle or impervious basket of bomboo or rattan for feeding cattle.
୨. ବେତ ବା ବାଉଁଶ ପାତିଆରେ ନିର୍ମିତ ଶସ୍ୟାଧାର; ଟୋକେଇ —୨. A cane or bamboo basket for grains.