Jump to content

ଧାରଉଧାର

ଉଇକିଅଭିଧାନ‌ରୁ

ଧାରଉଧାର

ଉଚ୍ଚାରଣ

[ସମ୍ପାଦନା]

(ଧାରଉଧାରି-ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର)

[ସମ୍ପାଦନା]

କରଜ ଦାମ; ଦେଣା; ଋଣଧନ ବା ଦ୍ରବ୍ୟାଦିର ଋଣ — Loan; borrowing of money or articles.

ଏଠାରେ କଣ କିଣାବିକା କଥା ଯେ ଧାରଉଧାର ଚଳିବ ଫକୀରମୋହନ. ଛମାଣଆଠଗୁଣ୍ଠ

[ ଦ୍ର—କରଜାରେ ଖାତକକୁ ସୁଧ ଦେବାକୁ ପଡେ; ମାତ୍ର ଧାର ଉଧାରରେ ସୁଧ ନାହିଁ]