Jump to content

ଧାରଞ୍ଜ

ଉଇକିଅଭିଧାନ‌ରୁ

ଧାରଞ୍ଜ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ବୈଦ୍ୟକ)

[ସମ୍ପାଦନା]

ବୃକ୍ଷବିଶେଷ — Name of a tree.

[ଦ୍ରଷ୍ଟବ୍ୟ —ଏହାଛେଲିର କ୍ୱାଥ ଓ ଚୁର୍ଣ୍ଣକଟୁ ଏବଂ ଉଷ୍ଣ ଏହା କଫ, ବାତ ଓ ଆମବାତ ହରଣ କରେ ଏହି ଛେଲିର ଚୂର୍ଣ୍ଣ ସୁତିକା ସନ୍ନିପାତରେ ପ୍ରୟୋଗ କରାଯାଏ ଦ୍ରବ୍ୟଗୁଣ. କଳ୍ପଦ୍ରୃମ]