Jump to content

ଧାରଣାଶକ୍ତି

ଉଇକିଅଭିଧାନ‌ରୁ

ଧାରଣାଶକ୍ତି

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବି—(୬ ଷ୍ଠୀ ବା ରୂପକ;ଧାରଣା+ଶକ୍ତି)

୧. ମେଧା — ୧. Intelligence.
୨. ସ୍ମରଣଶକ୍ତି —୨. Retentive memory.
୩. ସଙ୍ଗମକାଳରେ ବୀର୍ଯ୍ୟ ସମ୍ଭାଳିବା ଶକ୍ତି — ୩. Sexual retentive power; the power of retaining the semen during copulation.