ଧାରଣା ଦେବା
ଦେଖଣା
ଧାରଣା ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଧାରଣା ପଡ଼ିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ଦେବତାଙ୍କ ନିକଟରେ ଅଧ୍ୟା ପଡ଼ିବା — ୧. To lie praying and prostrate before a Diety till one's wishes are fulfilled.
ସାଆନ୍ତାଣୀ ନିଶ୍ୱାସଟାଏ ପକାଇ କହିଲେ; ଆଚ୍ଛା ତେବେ ଧାରଣା ଦିଅ— ଫକିରମୋହନ; ଗଳ୍ପସ୍ୱଳ୍ପ
- ୨. କୌଣସି ବ୍ୟକ୍ତି ନିକଟରେ ଅଳିକରି ପଡ଼ିରହିବା — ୨. To picket.
- ୩. କେତେଗୁଡ଼ିଏ ଲମ୍ୱକାଠ ଆଦିକୁ ଟେକି ରଖିବା ପାଇଁ ତଳେ ଆଡ଼ବାଗରେ କାଠ ଦେବା —୩. To place a prop crosswise below long things.