ଧାରଣୀ
ଦେଖଣା
ଧାରଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଧାରଣ+ଈ)
[ସମ୍ପାଦନା]- ୧. ନାଡ଼ି — ୧. Artery; vein; blood vessel.
- ୨. ଶ୍ରେଣୀ —୨. Class.
- ୩. ଯନ୍ତ୍ର; କବତ; ମନ୍ତ୍ରବିଶେଷ —୩. A class of incantations which are to be worn on the body to ward off evils).
ଗ୍ରାମ୍ୟ - ବିଶେଷଣ - ସ୍ତ୍ରୀ(ସଂସ୍କୃତ - ଧାରଣୀ)
[ସମ୍ପାଦନା]ଧାରଣକର୍ତ୍ତା —Holding; upholding.
ସଂହାରାଣୀ ପାଳଣୀ ଧାରଣୀ ସଂସାର, ପ୍ରକୃତ କାରଣୀ ସର୍ବଭୂତେ ନିସ୍ତାର ପ୍ରାଚୀ. ରହସ୍ୟମଞ୍ଜରୀ