Jump to content

ଧାରଣୀୟ

ଉଇକିଅଭିଧାନ‌ରୁ

ଧାରଣୀୟ

ଉଚ୍ଚାରଣ

[ସମ୍ପାଦନା]
(ଧାରଣୀୟା—ସ୍ତ୍ରୀ) 

ସଂସ୍କୃତ - ବିଣ(ଧୃ ଧାତୁ+କର୍ମ. ଅନୀୟ)

[ସମ୍ପାଦନା]
୧. ଧୃତ ହେବାର ଉପଯୁକ୍ତ; ଧାରଣଯୋଗ୍ୟ —୧. Fit to be held.
୨. ପରିଧେୟ —୨. Fit to be worn.