Jump to content

ଧାରତା

ଉଇକିଅଭିଧାନ‌ରୁ

ଧାରତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଧାର୍ତ୍ତା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଖାତକ; ଦେଣଦାର; ଅଧମର୍ଣ୍ଣ — ୧. Debtor.
୨. ଋଣ —୨. Debt.
୩. ଯାମିନ୍; ପ୍ରତିଭୁ —୩. Surety.
୪. ବନ୍ଧକ —୪. Mortgage.

ଦେଶଜ - ବିଶେଷଣ -

[ସମ୍ପାଦନା]

ଧାରୁଆ; ଋଣୀ —Indebted.