Jump to content

ଧାରାଗୃହ

ଉଇକିଅଭିଧାନ‌ରୁ

ଧାରାଗୃହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧାରା+ଗୃହ)

[ସମ୍ପାଦନା]

ଯେଉଁ ଘରେ ସ୍ନାନ କରିବା ସକାଶେ ଜଳଧାରା ପଡ଼ିବାର ବ୍ୟବସ୍ଥା ହୋଇଅଛି — Bath room; a bath-room with water jets; a room containing a shower bath.