ଧାରାଙ୍କୁର
ଦେଖଣା
ଧାରାଙ୍କୁର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(୬ଷ୍ଠୀ ତତ୍; ଧାରା+ଅଙ୍କୁର)
[ସମ୍ପାଦନା]- ୧. ଋଣକ୍ଷେତ୍ରରେ ଅଗ୍ରବର୍ତ୍ତୀ ସୈନ୍ୟ —୧. The front part of an army taking the field; pioneer.
- ୨. ଜଳକଣା —୨. Water particles.
- ୩. ବର୍ଷାର ଟୋପା —୩. A drop of rain.
- ୪. କରକା; କୁଆ ପଥର —୪. Hail Stone.
- ୫. ସରଳ ଗଛର ଅଠା (ହିନ୍ଦୀ - ଶବ୍ଦସାଗର) — ୫. The gum of Pine tree.