Jump to content

ଧାରାବାହିକ

ଉଇକିଅଭିଧାନ‌ରୁ

ଧାରାବାହିକ

ଉଚ୍ଚାରଣ

[ସମ୍ପାଦନା]
(ଧାରାବାହିକା—ସ୍ତ୍ରୀ) 

(ଧାରାବାହିକତା—ବି)

(ଧାରାବାହୀ—ଅନ୍ୟରୂପ)

(ଧାରାବାହିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ଫୁ. (ଧାରା+ବହ୍ ଧାତୁ+ଇକ)

[ସମ୍ପାଦନା]
୧. ଅବିଚ୍ଛିନ୍ନ —୧. Incessant; continuous; serial.
୨. କ୍ରମାଗତ — ୨. Never-ending succession.
୩. ରୀତିସଙ୍ଗତ —୩. Customary.
୪. ଅବିକଳ ଧାରାରେ ବହୁଥିବା — ୪. Flowing continuosly.
୫. ନିୟମିତରୂପେ ସମ୍ପାଦିତ — ୫. Done systematically; systematic.