Jump to content

ଧାରାଶ୍ରୁ

ଉଇକିଅଭିଧାନ‌ରୁ

ଧାରାଶ୍ରୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧାର+ଅଶ୍ରୁ)

[ସମ୍ପାଦନା]

ଧାର ଧାର ହୋଇ ଗଡ଼ୁଥୁବା ଲୋତକ ଧାର —A flood of tears; a continuous flow of tear.