ଧାରା ତଳ
ଦେଖଣା
ଧାରା ତଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍; ଧରା+ତଳ)
[ସମ୍ପାଦନା]- ୧. ଭୁପୃଷ୍ଠ — ୧. Surface of the earth.
- ୨. ଧରାଧାମ; ସମଗ୍ର ପୃଥିବୀ — ୨. The whole world.
- ୩. ଭୂମିତଳ —୩. Bare ground.
- ୪. (ଜ୍ୟାମିତି) କେବଳ ଦୈର୍ଘ୍ୟ ଓ ପ୍ରସ୍ଥ ଥିବା କ୍ଷେତ୍ର — ୪. (gemetry) A surface.
- ୫. ର଼କବା; କ୍ଷେତ୍ରଫଳ (ହିନ୍ଦୀ - ଶ) — ୫. Area of a plot of land.