ଧାରା ନଗରୀ
ଦେଖଣା
ଧାରା ନଗରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ନାମ—ପ୍ରାଚୀନ ମାଳବ ରାଜ୍ୟର ରାଜଧାନୀ) — The capital of ancient Malaba Kingdom.
[ଦ୍ରଷ୍ଟବ୍ୟ —ଭୋଜରାଜା ଏଠାରେ ରାଜପଣ କରୁଥିଲେ ପାତ଼ଞ୍ଜଳ ଯୋଗସୂତ୍ରର ବୃତ୍ତ ଓ ରାଜାମାର୍ତ୍ତଣ୍ଡ ନାମକ ଜ୍ୟୋତିଷିକ ଗ୍ରନ୍ଥ ଏହାଙ୍କଦ୍ୱାରା ରଚିତ କଥିତ ଅଛି ଯେ, ଭୋଜରାଜା ଉଜ୍ଜୟିନୀଠାରୁ ଏଠାକୁ ରାଜଧାନୀ ଉଠାଇ ଆଣିଥିଲେ]