ଧାରା ନିପାତ
ଧାରାପତନ, ଧାରାବର୍ଷଅନ୍ୟରୂପ
ମୂଷଳଧାରାରେ ବର୍ଷା; ଦୁମୁକାଣି; ଆବିରଳ ଜଳଧାରାରେ ବର୍ଷା ହେବା — Raining in continuous showers; insessanti raining; a down pour of rain; raining cats and dogs.