Jump to content

ଧାରା ଶ୍ରାବଣ

ଉଇକିଅଭିଧାନ‌ରୁ

ଧାରା ଶ୍ରାବଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧରା=ବୃଷ୍ଟି ଅସରାରେ ପ୍ରଚୁର+ଶ୍ରବଣ; ମ. ପ. ଲୋ. କର୍ମଧା)

[ସମ୍ପାଦନା]

ଶ୍ରାବଣ ମାସ; (ଏହି ମାସରେ ଅବିରତ ଜଳଧାରାରେ ବୃଷ୍ଟି ହୁଏ) —The mount of incessant raining in India; the month of Ṡrābaṇa.